ବିଡ଼ମ୍ବନା Biṟḍ̠ambanā

  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ଦୁଃଖ; ଯନ୍ତ୍ରଣା; କ୍ଳେଶ — Trouble; pain; distress
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ବଞ୍ଚନା; ପ୍ରତାରଣା — Deceit; cheating
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — କ୍ଳେଶପ୍ରଦାନ — Distressing; paining
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ଅନୁକରଣ — Copying; imitation
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ସଦୃଶୀକରଣ — Equalising
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ଦୂରୀକରଣ — Driving away; expulsion
  • ସଂ. ବିଣ [ବି+ଡନ୍ବ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)] — ମିଥ୍ୟାଆଶା ଦେଖାଇବା — Tantalisation
  • ଦେ. ବି — ବିଡ଼ମ୍ବଣ କଥା; ଅପ୍ରାକୃତିକ ବିଷୟ — Uncommon thing
  • ଦେ. ବି — [ଉ—ତାହା ଶୁଣି କହିଲେ ଉଠି ବିଭୀଷଣ, କହୁଛ କିପାଇଁ ମନ୍ତ୍ରୀ ଏ ବିଡ଼ମ୍ବନ। କୃଷ୍ଣସିଂହ, ମହାଭାରତ ବନ।]
  • ଦେ. ବିଣ — ଅସାଧାରଣ — Extraordinary; uncommon
  • ଦେ. ବିଣ — ଉ—ମସ୍ତକରେ ମଣ୍ଡନ୍ତେ ଫୁଲମାଳମାନ, ଶୋଭା ଦିଶି ଦିଶିଲା ସେ କଥା ବିଡ଼ମ୍ବନ। କୃଷ୍ଣସିଂହ, ମହାଭାରତ ସଭା]
  • ଦେ. ବିଣ — ଅସୁନ୍ଦର — Ungraceful