ବିହୁଡ଼ିବା Bihuṟḍ̠ibā

  • ଦେ. କ୍ରି — ବେଉଡ଼ିବା (ଦେଖ) — Beuṟḍ̠ibā (See)
  • ଦେ. କ୍ରି — ହୁରୁଡ଼ିବା — To shy
  • ଦେ. କ୍ରି — (ଉ—ଘୋର ରୂପ ଦେଖି ବିହଡ଼ିଲେ ସର୍ବ ଗାଈ। ସାରଳା, ମହାଭାରତ, ଆଦ୍ୟ।)
  • ଦେ. କ୍ରି — ରୋଷା— ବିଷ୍ଟ ହେବା — To be enraged
  • ଦେ. କ୍ରି — (ଉ—ବିହଡ଼ନ୍ତି ଦ୍ୱିଜବରେ ମାରରେ ଗରିଷ୍ଟ। ସାରଳା, ମହାଭାରତ, ଆଦ୍ୟ।)