ବିହିତ ସମ୍ମାନ ପୁରଃସର ନିବେଦନମିଦଂ Bihita sammāna puraḥsara nibedanamidam
- (ସଂ. ବାକ୍ୟାଂଶ) — ଭଦ୍ର ଓ ମାନ୍ୟ
- (ସଂ. ବାକ୍ୟାଂଶ) — (ବିହିତ ସମ୍ମାନପୂର୍ବକ ନିବେଦନମିଦଂ—ଅନ୍ୟରୂପ)
- (ସଂ. ବାକ୍ୟାଂଶ) — ବ୍ୟକ୍ତିଙ୍କ ନିକଟକୁ ଲେଖିବା ପତ୍ରର ଆରମ୍ଭରେ ଏହି ପଦ ଲେଖାଯାଏ; ଏହାର ଅର୍ଥ—ପତ୍ର ଯାହାଙ୍କ ନିକଟକୁ ଲେଖାଯାଉ ଅଛି, ତାଙ୍କ ପ୍ରତି ଲେଖକଙ୍କର ଯେଉଁ ସମ୍ନାନ ଦେଖାଇବା ଉଚିତ ସେହି ସମ୍ମାନ ସହକାରେ ଏହି ନିବେଦନ (କରାଯାଉଅଛି) — A sentance written at the beginning of a letter to a respectable person; meaning, -I make this submission with due respect