ବିହାରୀ Bihārī

  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — କ୍ରୀଡ଼ାକାରୀ — Sporting; amusing one's self
  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — ବିଳାସାର୍ଥ ଭ୍ରମଣକାରୀ — Walking for Pleasure
  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — [ଉ—ଜୟଶ୍ରୀ ରାଧା ଚନ୍ଦ୍ରମୁଖୀଙ୍କ ବିହାରୀ, ଜୟ କଂସ କେଶୀ ମଲ୍ଲ ପ୍ରାଣହାରୀ । କୃଷ୍ଣସିଂହ ମହାଭାରତ ବିରାଟ ।]
  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — ବିହାର ପ୍ରଦେଶୀୟ — Pertaining to Bihar
  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — ମେଲା ହେଉଥିବା — 5. Expanding (Apte)
  • ସଂ. ବିଣ. ପୁଂ (ବିହାରିନ୍; ବିହାର+ଅଛିଅର୍ଥେ ଇନ୍ 1 ମା. 1 ବ) — ସୁନ୍ଦର — Lovely (Apte)
  • ଦେ. ବି — ବିହାର ପ୍ରଦେଶବାସୀ ବ୍ୟକ୍ତି — A Biharee; a resident of Bihar
  • ଦେ. ବି — ବିହାର ଅଞ୍ଚଳରେ ବ୍ୟବହୃତ ଭାଷା — The Biharee language
  • ଦେ. ବି — ବ୍ୟକ୍ତି ବିଶେଷରେ ନାମ — Name given to males
  • ଦେ. ବି — ବନବିହାରୀ, କୁଞ୍ଜବିହାରୀ ଇତ୍ୟାଦିଙ୍କ ଡାକ ନାମ — A name for calling Banabihāri etc