ବିହାର ଓଡ଼ିଶା Bihāra oṟḍ̠iṡā

  • ଦେ. ବି — ବିହାର, ଛୋଟ ନାଗପୁର ଓ ଓଡ଼ିଶା ଏହି ତିନି ବିଭାଗ ଦ୍ୱାରା ଗଠିତ ଏକ ଗଭର୍ଣ୍ଣରଙ୍କ ଅଧୀନ ପ୍ରଦେଶ — The Province of Bihar and Orissa
  • ଦେ. ବି — [ଦ୍ର— 1934/35 ସାଲରେ ପାର୍ଲିଆମେଣ୍ଟଙ୍କ ନିର୍ଦ୍ଧାରଣ ମତେ ଏ ପ୍ରଦେଶରୁ ଓଡ଼ିଶା ବାହାରି ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଢ଼ା ହେବାରୁ ଏ ପ୍ରଦେଶର ବାକି ଅଂଶ ବିହାର ପ୍ରଦେଶ ହୋଇଅଛି ।] — [ଦ୍ର—1934/35ସାଲରେ ପାର୍ଲିଆମେଣ୍ଟଙ୍କ ନିର୍ଦ୍ଧାରଣ ମତେ ଏ ପ୍ରଦେଶରୁ ଓଡ଼ିଶା ବାହାରି ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଢ଼ା ହେବାରୁ ଏ ପ୍ରଦେଶର ବାକି ଅଂଶ ବିହାର ପ୍ରଦେଶ ହୋଇଅଛି ]