ବିହର Bihara

  • ସଂ. ବି (ବି+ହୃ ଧାତୁ= ହରଣ କରିବା; କ୍ରୀଡ଼ା କରିବା+ ଭାବ.ଅ) — ବିହାର — Walking for sport
  • ସଂ. ବି (ବି+ହୃ ଧାତୁ= ହରଣ କରିବା; କ୍ରୀଡ଼ା କରିବା+ ଭାବ.ଅ) — କ୍ରୀଡ଼ା — Sport; play
  • ସଂ. ବି (ବି+ହୃ ଧାତୁ= ହରଣ କରିବା; କ୍ରୀଡ଼ା କରିବା+ ଭାବ.ଅ) — ବିୟୋଗ; ବିଚ୍ଛେଦ — Separation