ବିହରାଇବା Biharāibā

  • ଦେ. କ୍ରି (ବିହରିବାର ଣିଜନ୍ତରୂପ) — ବିହାର କରାଇବା — To cause to sport or walk
  • ଦେ. କ୍ରି (ବିହରିବାର ଣିଜନ୍ତରୂପ) — [ଉ—ବନେ ଯେତେ ମୋତେ ବିହରାଇ ରଙ୍ଗେ । ଭଞ୍ଜ. ବୈଦେହୀଶବିଳାସ ।]