ବିହନ୍ତା Bihantā

  • ଦେ. ବି (ସଂ. ବିଧାତା; ବିଧାନ କର୍ତ୍ତା) — ବିଧାତା — The Creator
  • ଦେ. ବିଣ — କାର୍ଯ୍ୟ ବିଧାନକାରୀ — Creating; providing; provident
  • ଦେ. ବିଣ — [ଉ—ତୁ ସର୍ବ ବିହନ୍ତା ଈଶ୍ୱର, ଏ ତୋର ମାୟା ଖେଳ ଘର । ଜଗନ୍ନାଥ. ଭାଗବତ।]