ବିହତି Bihati

  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — ଭଙ୍ଗ — Being spilt up
  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — ବିଘ୍ନ; ବ୍ୟାଘତ — Obstruction
  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — ହତ୍ୟା — Murder
  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — ହିଂସା — Injuring
  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — (+କରଣ. ତି)—ତୁଳା ଭିଣିବା ଧନୁ — Bow for carding cotton
  • ସଂ. ବି—(ବି+ହନ୍ ଧାତୁ+ଭାବ. ତି) — ବ୍ୟାହତ — Repulsion