ବିସ୍ରମ୍ଭାଳାପ Bisrambhāḻāpa

  • ସଂ. ବି (ବିଶ୍ରାମ୍ଭ+ଆଳାପ) — ଦୁଇ ବନ୍ଧୁଙ୍କ ମଧ୍ୟରେ ଗୁପ୍ତ ବା ଏକାନ୍ତରେ କଥା— ଭାଷା — Confidentil talk between 2 friends; a tete-a-tete
  • ସଂ. ବି (ବିଶ୍ରାମ୍ଭ+ଆଳାପ) — ପ୍ରଣୟାଳପ — Love-talk; a talk between lovers