ବିସ୍ରବିବା Bisrabibā

  • ଦେ. କ୍ରି (ସଂ. ବି+ସ୍ରୁ ଧାତୁ; ବିସ୍ରବ) — ସ୍ରବିବା; ଝରିବା — To ooze
  • ଦେ. କ୍ରି (ସଂ. ବି+ସ୍ରୁ ଧାତୁ; ବିସ୍ରବ) — ଦ୍ରବିବା — To melt