ବିସ୍ରବଣ Bisrabaṇa

  • ସଂ. ବି (ବି+ସ୍ରୁ ଧାତୁ+ଭାବ. ଅନ) — କ୍ଷରଣ; ଝରିବା (ହି. ଶ.) — Oozing
  • ସଂ. ବି (ବି+ସ୍ରୁ ଧାତୁ+ଭାବ. ଅନ) — ବହିବା (ହି. ଶ.) — Flowing