ବିସ୍ମୃତ ହେବା Bismṛuta hebā

  • ଦେ. କ୍ରି (ସଂ. ବିସ୍ମୃତ) — ପାସୋର ଯିବା — To be forgotten
  • ଦେ. କ୍ରି (ସଂ. ବିସ୍ମୃତ) — ପାସୋରିବା — To forget