ବିସ୍ମାୟନ Bismāyana

  • ସଂ. ବି (ବି+ସ୍ମି ଧାତୁ ଣିଚ୍; ସ୍ମାପି, ସ୍ମାୟି ଧାତୁ= ଭାବ, ଅନ) — ବିସ୍ମୟଉତ୍ପାଦନ — Producing wonder
  • ସଂ. ବି (ବି+ସ୍ମି ଧାତୁ ଣିଚ୍; ସ୍ମାପି, ସ୍ମାୟି ଧାତୁ= ଭାବ, ଅନ) — ବି+ସ୍ମି ଧାତୁ ଣିଚ୍+କରଣ. ଅନ)— କୁହୁକ; ମାୟା — Magic. illusion
  • ସଂ. ବି (ବି+ସ୍ମି ଧାତୁ ଣିଚ୍; ସ୍ମାପି, ସ୍ମାୟି ଧାତୁ= ଭାବ, ଅନ) — (+କର୍ତ୍ତୃ. ଅନ) ଗନ୍ଧର୍ବପୁରୀ — The town or abode of the Gandharbas
  • ସଂ. ବି (ବି+ସ୍ମି ଧାତୁ ଣିଚ୍; ସ୍ମାପି, ସ୍ମାୟି ଧାତୁ= ଭାବ, ଅନ) — (ବି+ସ୍ମି ଧାତୁ ଣିଚ୍+କର୍ତ୍ତୃ. ଅନ)— କାମଦେବ — Cupid
  • ସଂ. ବିଣ — ବିସ୍ମୟଜନକ — Wonderful