ବିସ୍ପଷ୍ଟ Bispashṭa

  • ସଂ. ବିଣ. (ବି+ସ୍ପଷ୍ଟ) — ବ୍ୟକ୍ତି — Manifest
  • ସଂ. ବିଣ. (ବି+ସ୍ପଷ୍ଟ) — ସ୍ଫୁଟ; ସୁସ୍ପଷ୍ଟ — Clear; apparent
  • ସଂ. ବିଣ. (ବି+ସ୍ପଷ୍ଟ) — ପ୍ରକାଶିତ — Expressed