ବିସ୍ତୃଷ୍ଟି Bisṛushṭi

  • ସଂ. ବିଣ—(ବି+ସୃଜ ଧାତୁ+ଭାବ. ତି) — ବିସର୍ଜନ; ତ୍ୟାଗ — Abandonment
  • ସଂ. ବିଣ—(ବି+ସୃଜ ଧାତୁ+ଭାବ. ତି) — ଦାନ — Gift
  • ସଂ. ବିଣ—(ବି+ସୃଜ ଧାତୁ+ଭାବ. ତି) — ନିକ୍ଷେପ — Emitting; hurling
  • ସଂ. ବିଣ—(ବି+ସୃଜ ଧାତୁ+ଭାବ. ତି) — ପ୍ରେରଣ — Sending forth