ବିସ୍ତୃତ Bistṛuta
- ସଂ. ବିଣ. (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ତ) — ପ୍ରସାରିତ — Extended; spread
- ସଂ. ବିଣ. (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ତ) — ବିଶାଳ; ବିସ୍ତୀର୍ଣ୍ଣ — Vast
- ସଂ. ବିଣ. (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ତ) — ବ୍ୟାପ୍ତ — Diffused
- ସଂ. ବିଣ. (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ତ) — ଲମ୍ବା ଚଉଡ଼ା — Long and broad