ବିସ୍ତୃତି Bistṛuti

  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି) — ବ୍ୟାପ୍ତି — Spreading; diffusion
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି) — ବିସ୍ତାର କରଣ — Expansion; amplification
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି) — ବିସ୍ତୃତ ବର୍ଣ୍ଣନା — Ditailed description
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି) — ବୃତ୍ତର ବ୍ୟାସ — Diameter
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ତି) — ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ପରିମାଣ — The length, breadth and thickness of a thing