ବିସ୍ତାର୍ଯ୍ୟତା Bistārj̄yatā

  • ସଂ. ବି. (ବିଜ୍ଞାନ ପରିଭାଷା) — ଜଡ଼ ପଦାର୍ଥର ଗୁଣ ବିଶେଷ; ଯେଉଁ ଗୁଣ ଦ୍ୱାରା ଜଡ଼ ପଦାର୍ଥ ପୂର୍ବା— ପେକ୍ଷା ଅଧିକ ସ୍ଥାନରେ ବିସ୍ତୃତ ହୁଏ — (science) Elasticity or expansion of matter