ବିସୁଳି ପାତକ Bisuḻi pātaka

  • ଦେ. ବି.—(ସଂ. ବିଷଦାନ+ପାତକ) — ପାପବିଶେଷ; ବିଷଦାନଦ୍ୱାରା ହତ୍ୟା ଜନିତ ପାପ — Sin due to killing by poisoning
  • ଦେ. ବି.—(ସଂ. ବିଷଦାନ+ପାତକ) — [ଉ—ମାତୃ ଯେ ହରଣ ଦୋଷ ହୃଦ ଭାଗେ ନାଶେ, କରମାଳେ ବିସୁଳି— ପାତକ ଯେ ବିନାଶେ। ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା।]