ବିସାର Bisāra
- ସଂ. ବି (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ) — ବିସ୍ତାର — Diffusion; spreading out; expansion
- ସଂ. ବି (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ) — ପ୍ରବାହ — Current; flow
- ସଂ. ବି (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ) — ଉତ୍ପତ୍ତି — Production
- ସଂ. ବି (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ) — (ବି+ସୃ ଧାତୁ+କର୍ତ୍ତୃ. ଅ)— ମତ୍ସ୍ୟ — Fish
- ସଂ. ବି (ବି+ସୃ ଧାତୁ= ଗମନ କରିବା; ବିସ୍ତୃତ ହେବା+ ଭାବ. ଅ) — କାଠ — Wood; timber