ବିସର୍ପିବା Bisarpibā

  • ଦେ. କ୍ରି (ସଂ ବିସର୍ପ) — (ବଥ, ଘାଆଆଦି) ଦେହରେ ବିସ୍ତୃତ ହୋଇ ପାଚି ଫୁଲିବା — To spread and supporate and swell (said of sores and boils)