ବିସର୍ପିତ Bisarpita

  • ସଂ. ବିଣ (ବି+ସୃପ ଧାତୁ ଣିଜନ୍ତ=ସର୍ପି ଧାତୁ+କର୍ମ ତ) — ଚାରିଆଡେ ବିସ୍ତାରିତ — Spread or duffused on all sides