ବିସଂବାଦ Bisaṁbāda
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ପ୍ରତାରଣା — Deception
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ଅମେଳ — Incongruity; disagreement
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — କଳି; ତକରାର — Quarrel
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ବିରୋଧ — Opposition; contradiction
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — [ଦ୍ର—ଭାଷାରେ ଏହା ବିବାଦ ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ।]
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ପ୍ରତିଜ୍ଞାଭଙ୍ଗ — Breach of one's promise (Apte)
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ଆଶାକରିଥିବା ଅବସ୍ଥାରେ ନିରାଶହେବା — Disappointment (Apte)
- ସଂ. ବି—(ବି+ସମ୍+ବଦ୍ଧାତୁ=କହିବା+ଭାବ ଅ) — ବିବାଦ — Dispute