ବିଷୟୀ Bishayī
- ସଂ. ବିଣ. ପୁଂ. (ବିଷୟିନୀ; ବିଷୟ+ଅସ୍ତ୍ୟର୍ଥେ. ଇନ୍) — ଧନୀ; ସମ୍ପତ୍ତିବାନ୍; ବିଭବଶାଳୀ — Rich; prosperous
- ସଂ. ବିଣ. ପୁଂ. (ବିଷୟିନୀ; ବିଷୟ+ଅସ୍ତ୍ୟର୍ଥେ. ଇନ୍) — ବିଷୟାସକ୍ତ; ଭୋଗ ବିଳାସରତ — Addicted to worldly concerns. or enjoyment
- ସଂ. ବି — ନୃପତ୍ତି; ରାଜା — King
- ସଂ. ବି — କନ୍ଦର୍ପ — Cupid
- ସଂ. ବି — ଧନୀ ବ୍ୟକ୍ତି — Rich man
- ସଂ. ବି — ଇନ୍ଦ୍ରିୟ — Organ of sense
- ସଂ. ବି — ଗ୍ରାମପୁଞ୍ଜର ବା ପ୍ରଗନ୍ନାର ଶାସକ — Ruler of group of villages or pergunna
- ଦେ. ବି — ଶୋଇ (ଦେଖ) — Biṡoi (See)