ବିଷୟୀଭୂତ Bishayībhūta

  • ସଂ. ବିଣ. (ବିଷୟ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ପ୍ରତ୍ୟକ୍ଷୀଭୂତ — Perceived by the senses
  • ସଂ. ବିଣ. (ବିଷୟ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — କୌଣସି ବିଷୟର ଅନ୍ତର୍ଭୁକ୍ତ — In cluded in any subject