ବିଷୟା Bishayā

  • ଦେ. ବି. (ସଂ. ବିଷୟ) — ସାଂସାରିକ ଭୋଗ ଓ ସୁଖ — Worldly enjoyment and happiness
  • ଦେ. ବି. (ସଂ. ବିଷୟ) — (ଉ— ସ୍ୱତନ୍ତ୍ରେ ସେହୁ ଦେହେ ଥାଇ, ବିଷୟାଭୋଗକୁ କରଇ— ଜଗନ୍ନାଥ ଭାଗବତ।]