ବିଷୟାନ୍ତର Bishayāntara

  • ସଂ. ବି. (କର୍ମଧା ବା ନିତ୍ୟସମାସ; ଅନ୍ୟ+ବିଷୟ, 'ଅନ୍ୟ' ସ୍ଥାନରେ 'ଅନ୍ତର'ର ନିପାତ — ଅନ୍ୟ ବିଷୟ — Another matter