ବିଷୟ ବୁଦ୍ଧି Bishaya buddhi

  • ସଂ. ବି. ( 7 ମୀ ତତ୍; ବିଷୟ+ବୁଦ୍ଧି) — ବୈଷିୟିକ ଜ୍ଞାନ — Worldly knowledge; commonsense
  • ସଂ. ବି. ( 7 ମୀ ତତ୍; ବିଷୟ+ବୁଦ୍ଧି) — ସାଂସାରିକ ଅଭିଜ୍ଞତା — Worldly experience