ବିଷୟ କର୍ମ Bishaya karma

  • ଦେ. ବି. (ସହଚର ଶବ୍ଦ; ସଂ. ବିଷୟ+କର୍ମନ୍) — ସାଂସାରିକ କାର୍ଯ୍ୟ — Worldy affair; worldly conceran
  • ଦେ. ବି. (ସହଚର ଶବ୍ଦ; ସଂ. ବିଷୟ+କର୍ମନ୍) — ସାଂସାରିକ ଅବଲମ୍ବନ — Worldly pursuit or business
  • ଦେ. ବି. (ସହଚର ଶବ୍ଦ; ସଂ. ବିଷୟ+କର୍ମନ୍) — ଜୀବିକା; ବୃତ୍ତି; ପେଶା — Livelihood; profession
  • ଦେ. ବି. (ସହଚର ଶବ୍ଦ; ସଂ. ବିଷୟ+କର୍ମନ୍) — ଚାକିରି — Service