ବିଷ୍ଣୁ Bishṇu
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ନାରାୟଣ; ହରି; ଭଗବାନ୍ — Nārāyaṇa; Bhagabān
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] [ଦ୍ର—ହିନ୍ଦୁମାନଙ୍କ ତ୍ରିମୂର୍ତ୍ତି ମଧ୍ୟରୁ ଏ ଏକ ଅଟନ୍ତି। ଜଗତ୍ ସ୍ରଷ୍ଟା—ବ୍ରହ୍ମା, ଜଗତ୍ପାଳକ—ବିଷ୍ଣୁ ଓ ଜଗତ୍ ସଂହାରକ—ଶିବ। ହିନ୍ଦୁ ପୁରାଣ ମତରେ ଏ ତ୍ରିଦେବ ଯୁଗେ ଯୁଗେ ଦୁଷ୍ଟ ଦଳନାର୍ଥ ଓ ଶିଷ୍ଟପାଳନାର୍ଥ ଓ ଧର୍ମରକ୍ଷାର୍ଥ ଜଗତରେ ଅବତୀର୍ଣ୍ଣ ହୁଅନ୍ତି।]
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ପରମେଶ୍ୱର — God
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ବସୁଦେବତା ବିଶେଷ — One of the Basu Deities
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ଧର୍ମଶାସ୍ତ୍ରକର୍ତ୍ତା ମୁନି— ବିଶେଷ — Name of a sage, the compiler of a code of Hindu law
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] [ଦ୍ର—ଏହାଙ୍କ ସଙ୍କଳିତ ସ୍ମୃତିର ନାମ ବିଷ୍ଣୁସ୍ମୃତି।]
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ଶୁଦ୍ଧତା; ଶୁଦ୍ଧି — Purity
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ଅଗ୍ନି ଦେବତା, ପୂର୍ବଦିଗର ଅଧିପତି — The fire God
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ଧାର୍ମିକ ବ୍ୟକ୍ତି — A pious man (Apte)
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ଶ୍ରବଣା ନକ୍ଷତ୍ର (ଏଥିର ଅଧିପତି ବିଷ୍ଣୁ) — The 22nd lunar mansion (Apte)
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] [ଦ୍ର—ପୁରାଣରେ ଲେଖା ଅଛି, ପୃଥିବୀର ସୃଷ୍ଟି ପୂର୍ବରୁ ବ୍ରହ୍ମାଣ୍ଡ ଜଳରେ ବୁଡ଼ି ମହାପ୍ରଳୟ ଘୋଟି ଥିଲା। ସେ ସମୟରେ କଳ୍ପବଟ ନାମକ ଗୋଟିଏ ବିଶାଳ ବୃକ୍ଷର ଅଗରେ ଥିବା ଗୋଟିଏ ପତ୍ରରେ ଏକମାତ୍ର ବିଷ୍ଣୁ ଭାସୁଥିଲେ। ତାହାଙ୍କ ନାଭିରୁ ଗୋଟିଏ ପଦ୍ମ ବାହାରିଲା ଓ ସେହି ପଦ୍ମରେ 'ବ୍ରହ୍ମା' ଜାତ ହୋଇ ବିଷ୍ଣୁଙ୍କ ଆଜ୍ଞାନୁସାରେ ଆପଣା ଦେହରୁ ଏ ଜଗତକୁ ସୃଷ୍ଟି କଲେ। ବ୍ରହ୍ମାଙ୍କର ସୃଷ୍ଟ ଜଗତକୁ ବିଷ୍ଣୁ ପାଳନ କଲେ ଓ ଶେଷରେ ମହାଦେବ ସଂହାର କରିବେ ଏହିପରି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି, ବିଷ୍ଣୁଙ୍କ ଦ୍ୱାରା ସ୍ଥିତି ଓ ମହାଦେବଙ୍କ ଦ୍ୱାରା ପ୍ରଳୟ କ୍ରିୟା ବରାବର୍ ଚାଲିଅଛି। ଶିବ ଏ ସୃଷ୍ଟିକୁ ବିନାଶ କଲେ ପୁଣି ପ୍ରଳୟ ହୁଏ; ପୁଣି ବିଷ୍ଣୁ କଳ୍ପବଟର ପତ୍ରରେ ଭାସି ବ୍ରହ୍ମାଙ୍କ ଜାତ କରନ୍ତି ଓ ପୁଣି ଶିବ ସୃଷ୍ଟିକୁ ସଂହାର କରନ୍ତି। ଫଳରେ—ଜଗତର ସୃଷ୍ଟି ସ୍ଥିତି ପ୍ରଳୟ କର୍ତ୍ତା ଏହି 3 ଜଣ ଦେବତା ଏକମାତ୍ର ପରମ ପୁରୁଷଙ୍କଠାରୁ ସମ୍ଭୂତ। ପୁରାଣରେ ଅଛି ଯେ—କଳ୍ପାଦ୍ୟରେ ବିଷ୍ଣୁଙ୍କଠାରୁ ସୃଷ୍ଟି ଜାତ ହେଲା ଓ କଳ୍ପାନ୍ତ ପ୍ରଳୟରେ ପୁଣି ସେହି ବିଷ୍ଣୁଙ୍କ ଠାରେ ବିଲୀନ ହେବ, ହୋଇଅଛି ଓ ହେଉଅଛି। ବିଷ୍ଣୁ ହିଁ ଏ ବ୍ରହ୍ମାଣ୍ଡର ଆଦି ପୁରୁଷ ଓ ସନାତନ। ଏହାଙ୍କର ଆଦି କେଉଁଠାରେ ତାହା କାହାରିକୁ ଜଣା ନାହିଁ। ପୃଥିବୀର ସମସ୍ତ ଧର୍ମର (କେବଳ ନାସ୍ତିକତା ମତ ବ୍ୟତିତ) ମତ ଅନୁସାରେ ଏହି ବିଷ୍ଣୁ ନାନା ନାମରେ ଜଗତର ସ୍ରଷ୍ଟା ଓ ଆଦିପୁରୁଷ ବୋଲି ସ୍ୱୀକୃତ ହୋଇଅଛନ୍ତି। ସୃଷ୍ଟି କରିବା, ପାଳନ କରିବା ଓ ସଂହାର କରିବା ଏହି ତିନୋଟି ଏକ ବିଷ୍ଣୁଙ୍କର 3 ଟି ପ୍ରକୃତି ବା କର୍ମ ମାତ୍ର। — [ଦ୍ର—ପୁରାଣରେ ଲେଖା ଅଛି, ପୃଥିବୀର ସୃଷ୍ଟି ପୂର୍ବରୁ ବ୍ରହ୍ମାଣ୍ଡ ଜଳରେ ବୁଡ଼ି ମହାପ୍ରଳୟ ଘୋଟି ଥିଲା ସେ ସମୟରେ କଳ୍ପବଟ ନାମକ ଗୋଟିଏ ବିଶାଳ ବୃକ୍ଷର ଅଗରେ ଥିବା ଗୋଟିଏ ପତ୍ରରେ ଏକମାତ୍ର ବିଷ୍ଣୁ ଭାସୁଥିଲେ ତାହାଙ୍କ ନାଭିରୁ ଗୋଟିଏ ପଦ୍ମ ବାହାରିଲା ଓ ସେହି ପଦ୍ମରେ 'ବ୍ରହ୍ମା' ଜାତ ହୋଇ ବିଷ୍ଣୁଙ୍କ ଆଜ୍ଞାନୁସାରେ ଆପଣା ଦେହରୁ ଏ ଜଗତକୁ ସୃଷ୍ଟି କଲେ ବ୍ରହ୍ମାଙ୍କର ସୃଷ୍ଟ ଜଗତକୁ ବିଷ୍ଣୁ ପାଳନ କଲେ ଓ ଶେଷରେ ମହାଦେବ ସଂହାର କରିବେ ଏହିପରି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି, ବିଷ୍ଣୁଙ୍କ ଦ୍ୱାରା ସ୍ଥିତି ଓ ମହାଦେବଙ୍କ ଦ୍ୱାରା ପ୍ରଳୟ କ୍ରିୟା ବରାବର୍ ଚାଲିଅଛି ଶିବ ଏ ସୃଷ୍ଟିକୁ ବିନାଶ କଲେ ପୁଣି ପ୍ରଳୟ ହୁଏ; ପୁଣି ବିଷ୍ଣୁ କଳ୍ପବଟର ପତ୍ରରେ ଭାସି ବ୍ରହ୍ମାଙ୍କ ଜାତ କରନ୍ତି ଓ ପୁଣି ଶିବ ସୃଷ୍ଟିକୁ ସଂହାର କରନ୍ତି ଫଳରେ—ଜଗତର ସୃଷ୍ଟି ସ୍ଥିତି ପ୍ରଳୟ କର୍ତ୍ତା ଏହି3ଜଣ ଦେବତା ଏକମାତ୍ର ପରମ ପୁରୁଷଙ୍କଠାରୁ ସମ୍ଭୂତ ପୁରାଣରେ ଅଛି ଯେ—କଳ୍ପାଦ୍ୟରେ ବିଷ୍ଣୁଙ୍କଠାରୁ ସୃଷ୍ଟି ଜାତ ହେଲା ଓ କଳ୍ପାନ୍ତ ପ୍ରଳୟରେ ପୁଣି ସେହି ବିଷ୍ଣୁଙ୍କ ଠାରେ ବିଲୀନ ହେବ, ହୋଇଅଛି ଓ ହେଉଅଛି ବିଷ୍ଣୁ ହିଁ ଏ ବ୍ରହ୍ମାଣ୍ଡର ଆଦି ପୁରୁଷ ଓ ସନାତନ ଏହାଙ୍କର ଆଦି କେଉଁଠାରେ ତାହା କାହାରିକୁ ଜଣା ନାହିଁ ପୃଥିବୀର ସମସ୍ତ ଧର୍ମର (କେବଳ ନାସ୍ତିକତା ମତ ବ୍ୟତିତ) ମତ ଅନୁସାରେ ଏହି ବିଷ୍ଣୁ ନାନା ନାମରେ ଜଗତର ସ୍ରଷ୍ଟା ଓ ଆଦିପୁରୁଷ ବୋଲି ସ୍ୱୀକୃତ ହୋଇଅଛନ୍ତି ସୃଷ୍ଟି କରିବା, ପାଳନ କରିବା ଓ ସଂହାର କରିବା ଏହି ତିନୋଟି ଏକ ବିଷ୍ଣୁଙ୍କର3ଟି ପ୍ରକୃତି ବା କର୍ମ ମାତ୍ର
- ସଂ. ବି. (ବିଷ୍ ଧାତୁ=ବ୍ୟାପିବା+କର୍ତ୍ତୃ, ନୁକ୍ (ଣୁ); ଯେ ବିଶ୍ୱକୁ ବ୍ୟାପି ଅଛନ୍ତି; ବା, ବିଶ୍ ଧାତୁ=ପ୍ରବେଶ କରିବା +ନୁକ୍ (ଣୁ); ଯେ ଚରାଚର ଜଗତର ସମସ୍ତ ପଦାର୍ଥ ମଧ୍ୟରେ ପ୍ରବେଶ କରି ଅଛନ୍ତି; ଅଥବା ଯାହାଙ୍କଠାରେ ଭୂତ ସକଳ ପ୍ରବେଶ କରନ୍ତି। ବା, ବିଷ୍ ଧାତୁ=ସେଚନ କରିବା+ନୁକ (ଣ); ଯେ ଚରାଚର ବିଶ୍ୱରେ ଚୈତନ୍ୟ ସେଚନ କରି ଅଛନ୍ତି ବା ଚରାଚର ବିଶ୍ୱକୁ ଆପ୍ଯାୟିତ କରନ୍ତି।] ହିନ୍ଦୁ ମାନେ ଏହାଙ୍କୁ ବିଷ୍ଣୁ, ମୁସଲମାନ୍ମାନେ ଆଲ୍ଲା, ଇହୁଦୀମାନେ — Jehova(ଯିହୋଭା), ଖ୍ରୀଷ୍ଟାନ୍ମାନେGod(ଗଡ଼୍) କହନ୍ତି ବିଷ୍ଣୁ ରଜୋଗୁଣ ଅବଲମ୍ବନ କରି ସୃଷ୍ଟି କରନ୍ତି, ସତ୍ତ୍ୱଗୁଣ ଅବଲମ୍ବନ କରି ପାଳନ କରନ୍ତି ଓ ତମୋଗୁଣ ଅବଲମ୍ବନ କରି ବିନାଶ ବା ପ୍ରଳୟ କରନ୍ତି ହିନ୍ଦୁଙ୍କ ମତରେ ବିଷ୍ଣୁଙ୍କର ନିବାସ କ୍ଷୀରସମୁଦ୍ର ମଧ୍ୟସ୍ଥ ବୈକୁଣ୍ଠ ଏହାଙ୍କର ଦୁଇଟି ସ୍ତ୍ରୀ—ଲକ୍ଷ୍ମୀ ଓ ସରସ୍ୱତୀ ଲକ୍ଷ୍ମୀ ଚଞ୍ଚଳା, ତପାପି ବିଷ୍ଣୁ ତାଙ୍କୁ ଟିକିଏ ବେଶୀ ଦେଖି ପାରନ୍ତି ବିଷ୍ଣୁଙ୍କ ବାହନ ଗରୁଡ ବିଷ୍ଣୁଙ୍କ ରଥରେ ଚାରୋଟି ଅଶ୍ୱ ଲାଗନ୍ତି ସେମାନଙ୍କର ନାମ, (1) ଶୈବ୍ୟ, (2) ସୁଗ୍ରୀବ, (3) ମେଘ ପୁଷ୍ପ, (4) ବଳାହକ 'ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ, ଯୋଚିଲା ବଳଳାହକ ଅଶ୍ୱ '' ଜଗନ୍ନାଥ—ଭାଗବତ