ବିଷ୍ଣୁଲୋକ Bishṇu loka

  • ସଂ. ବି ( 6 ଷ୍ଠୀ ତତ୍; ବିଷ୍ଣୁ+ଲୋକ) — ଗୋଲୋକ; ବୈକୁଣ୍ଠ — The abode of Bishṇu
  • ସଂ. ବି ( 6 ଷ୍ଠୀ ତତ୍; ବିଷ୍ଣୁ+ଲୋକ) — [ଦ୍ର—ବୈଷ୍ଣବ ଓ ପୁଣ୍ଯକର୍ମା ଭକ୍ତମାନେ ଦେହାନ୍ତେ ଏହି ଲୋକରେ ଚିରକାଳ ପାଇଁ ସ୍ଥାନ ପାଆନ୍ତି।]