ବିଷ୍ଣୁ ପ୍ରିୟା Bishṇupriyā
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବିଷ୍ଣୁ+ପ୍ରିୟା=ଭାର୍ଯ୍ଯା) — ଲକ୍ଷ୍ମୀ — Lakshmī
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବିଷ୍ଣୁ+ପ୍ରିୟା=ଭାର୍ଯ୍ଯା) — ତୁଳସୀ ଗୁଳ୍ମ (ହି. ଶ.) — The holy Basil plant
- ଦେ. ବି — ସ୍ତ୍ରୀମାନଙ୍କୁ ଦିଆଯିବା ନାମ — A name given to females
- ଦେ. ବି — ଶ୍ରୀ ଚୈତନ୍ୟଦେବଙ୍କର ଦ୍ୱିତୀୟା ସ୍ତ୍ରୀଙ୍କ ନାମ — Name of the second wife of Cha̲i̱tanya Deba
- ଦେ. ବି — [ଦ୍ର—ଚୈତନ୍ୟଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ଲକ୍ଷ୍ମୀପ୍ରିୟା; ସେ ମୃତା ହେବାରୁ ଚୈତନ୍ୟ ବିଷ୍ଣୁ ପ୍ରିୟାଙ୍କୁ ବିବାହ କରିଥିଲେ। ଏ ପଣ୍ଡିତ ସନାତନ ମିଶ୍ରଙ୍କ କନ୍ଯା ଥିଲେ।]