ବିଷ୍ଣୁ ପଞ୍ଜର Bishṇu pan̄jara

  • ସଂ. ବି—( 6 ଷ୍ଠୀ ତତ୍; ବିଷ୍ଣୁ+ପଞ୍ଜର=ଅସ୍ଥିମାତ୍ରାକୃତି ଶରୀର) — ପୁରୀରେ ବିରାଜୀତ ଦାରୁମୟ ବିଷ୍ଣୁ— ବିଗ୍ରହଙ୍କର କଳେବର — The wooden image of Bishṇu worshipped as J̄agannātha at Puri
  • ସଂ. ବି—( 6 ଷ୍ଠୀ ତତ୍; ବିଷ୍ଣୁ+ପଞ୍ଜର=ଅସ୍ଥିମାତ୍ରାକୃତି ଶରୀର) — [ଦ୍ର—ଏହି ବିଗ୍ରହ 12 ବର୍ଷରେ ଥରେ ବଦଳାଯାଇ କୋଇଲି ବୈକୁଣ୍ଠରେ ଥିବା କୂଅରେ ନିକ୍ଷିପ୍ତ ହୁଅନ୍ତି।] — [ଦ୍ର—ଏହି ବିଗ୍ରହ12ବର୍ଷରେ ଥରେ ବଦଳାଯାଇ କୋଇଲି ବୈକୁଣ୍ଠରେ ଥିବା କୂଅରେ ନିକ୍ଷିପ୍ତ ହୁଅନ୍ତି]
  • ସଂ. ବି—( 6 ଷ୍ଠୀ ତତ୍; ବିଷ୍ଣୁ+ପଞ୍ଜର=ଅସ୍ଥିମାତ୍ରାକୃତି ଶରୀର) — ମନୁଷ୍ୟର କଙ୍କାଳ — Human skeleton