ବିଷ୍ଣୁ କ୍ଷେତ୍ର Bishṇu kshetra
- ସଂ. ବି. ( 6 ଷ୍ଠୀ ତତ୍) — ଯେଉଁ କ୍ଷେତ୍ରର ବା ତୀର୍ଥ ସ୍ଥାନର ବିଷ୍ଣୁ ରକ୍ଷକ ଅଟନ୍ତି — A sacred place of which the tutelary Deity is Bishṇu
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଭୁବନେଶ୍ୱରର ପ୍ରସିଦ୍ଧ ଦେବତା ଶିବ ଅଟନ୍ତି; ତଥାପି ଏହା ବିଷ୍ଣୁ କ୍ଷେତ୍ର ଅଟେ ଓ ବାସୁଦେବ ଏ କ୍ଷେତ୍ରର ରକ୍ଷକ। ସେହିପରି ପୁରୁଷୋତ୍ତମରେ ବିଷ୍ଣୁ ପ୍ରସିଦ୍ଧ ଦେବତା ଥିଲେହେଁ ଏହା ଶିବକ୍ଷେତ୍ର ଅଟେ ଓ ଏଥିର ରକ୍ଷକ ଲୋକନାଥ।]