ବିଷ୍ଠାମୟ Bishṭhāmaya

  • ସଂ. ବିଣ—(ବିଷ୍ଠା+ମୟ) — ବିଷ୍ଠାରେ ପୂର୍ଣ୍ଣ — Full of odure
  • ସଂ. ବିଣ—(ବିଷ୍ଠା+ମୟ) — ବିଷ୍ଠାପରି ଦୁର୍ଗନ୍ଧ ଯୁକ୍ତ — Evil smelling; having very obnoxious smell