ବିଷ୍ଠାକୁ ମାଇଲେ ମୁହଁକୁ ପଡ଼େ Bishṭhāku māile muhaṅku paṟḍ̠e
- ଦେ. ପ୍ରବଚନ — (ଯେପରି ବିଷ୍ଠା ଜମା ହେଇଥିବା ସ୍ଥାନରେ ବିଷ୍ଠାକୁ ଯଷ୍ଟ୍ୟାଦି ଦ୍ୱାରା ପ୍ରହାର କଲେ, ତାହାର ଅଂଶ ଛିଡ଼ିକି କରି ପ୍ରହାର— କାରୀ ବ୍ୟକ୍ତିର ମୁହଁରେ ପଡ଼େ ଓ ତଜ୍ଜନିତ ଦୁର୍ଗନ୍ଧ ଓ ମଇଳା ଦ୍ୱାରା ପ୍ରହାରକ ଜର୍ଜ୍ଜରିତ ହୁଏ ସେହିପରି) ଛୋଟଲୋକଙ୍କ ସଙ୍ଗେ ରୁକ୍ଷ ବ୍ୟବହାର କଲେ, ଆକ୍ରମଣକାରୀ ସେଥିର ଫଳରେ ଅପମାନିତ ହୁଏ। କିମ୍ବା ଗୃହଚ୍ଛିଦ୍ରମାନ ଘାଣ୍ଟିଲେ ବା ଅତିରିକ୍ତ ଭାବରେ ଆଲୋଚନା କଲେ ଆଲୋଚକ ବ୍ୟକ୍ତି କଳଙ୍କିତ ହୁଏ — An analogical saying applied to cases of dealing rudely with mean people or publicly discussing one's family secrets, which rebound unfavourably on the dealer