ବିଷ୍ଠା ବଣ Bishṭhā baṇa

  • ଦେ. ବି—(ବିଷ୍ଠା+ବଣ) — ବିଷ୍ଠାପୂର୍ଣ୍ଣ ସ୍ଥାନ; ଗୁହବଣ — A place full of excrements
  • ଦେ. ବି—(ବିଷ୍ଠା+ବଣ) — ଗୁହପଡ଼ିଆ; ଯେଉଁଠାରେ ଗ୍ରାମବାସୀମାନେ ଝାଡ଼ା ଫେରନ୍ତି — The village easing ground