ବିଷ୍ଠା ଖୁଆଇବା Bishṭhā khuāibā

  • ଦେ. କ୍ରି — ଦଣ୍ଡ ବା ଅପମାନ ଦେବାପାଇଁ କୌଣସି ବ୍ୟକ୍ତିର ପାଟିରେ ବିଷ୍ଠା ପୂରାଇବା — To put ordure in the mouth of a person to punish or insult him
  • ଦେ. କ୍ରି — [ଦ୍ର—ବିଷ ଖାଇଥିବା ବ୍ୟକ୍ତିକୁ ବମନ କରାଇ ତା ପେଟରୁ ବିଷ ବାହାର କରିବା ପାଇଁ ତାକୁ ମାର୍ଜ୍ଜାରବିଷ୍ଠା ଗୋଳାହୋଇଥିବା ପାଣି ପିଆଇ ଦିଅନ୍ତି ଓ ସେହି ଦୁର୍ଗନ୍ଧର ପ୍ରତିକ୍ରିୟା ସ୍ୱରୁପ ତା ପେଟ ମଧ୍ୟରେ ଥିବା ଖାଦ୍ୟାଦି ଓ ତହିଁ ସଙ୍ଗେ ସଙ୍ଗେ ଉଦରସ୍ଥ ବିଷମଧ୍ୟ ବାହାରିପଡ଼େ।]