ବିଷ୍ଠା ଖାଇବା Bishṭhā khāibā
- ଦେ. କ୍ରି — (ଗାଳି) ଗୁହ ଖାଇବା; ଅଖାଦ୍ୟ ଭୋଜନ କରିବା — (a term of abuse) To eat ordure
- ଦେ. କ୍ରି — କୌଣସି ଘୃଣିତ କାର୍ଯ୍ୟ କରିବା 2. To do any nasty thing.
- ଦେ. କ୍ରି — [ଦ୍ର—ଘୃଣାର୍ଥ ସୂଚନାରେ ଓ ଗାଳିରେ 'ବିଷ୍ଠା ଖାଇବା' ଶବ୍ଦ ବ୍ୟବହୃତ ହୁଏ। ଯଥା— 1 । ମୁଁ ଯେବେ ପୁଣି ନିଶା ଛୁଏଁ ତେବେ ମୁଁ ବିଷ୍ଠା ଖାଏଁ। 2 । ଯେ ଟଙ୍କା ମହାଜନୀକରି ଖାତକଠାରୁ ବହୁତ ସୁଧ ନିଏ, ସେ ବିଷ୍ଠା ଖାଏ। 3 । ତୋ ସାତ ପୁରୁଷ ବିଷ୍ଠା ଖାଆନ୍ତୁ।] — [ଦ୍ର—ଘୃଣାର୍ଥ ସୂଚନାରେ ଓ ଗାଳିରେ 'ବିଷ୍ଠା ଖାଇବା' ଶବ୍ଦ ବ୍ୟବହୃତ ହୁଏ ଯଥା—1 ମୁଁ ଯେବେ ପୁଣି ନିଶା ଛୁଏଁ ତେବେ ମୁଁ ବିଷ୍ଠା ଖାଏଁ2 ଯେ ଟଙ୍କା ମହାଜନୀକରି ଖାତକଠାରୁ ବହୁତ ସୁଧ ନିଏ, ସେ ବିଷ୍ଠା ଖାଏ3 ତୋ ସାତ ପୁରୁଷ ବିଷ୍ଠା ଖାଆନ୍ତୁ]