ବିଷ୍ଠା କୁଣ୍ଡ Bishṭhā kuṇḍa

  • ସଂ. ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ) — ବିଷ୍ଠାପୂର୍ଣ୍ଣ ପାତ୍ର — A pot full of ordure
  • ସଂ. ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ) — ନରକରେ ମହାପାପୀକୁ ଦଣ୍ଡ ପ୍ରଦାନ ପୂର୍ବକ ବୁଡ଼ାଇବା ନିମନ୍ତେ ପୁରାଣକଥିତ ବିଷ୍ଠାପୂର୍ଣ୍ଣ କୁଣ୍ଡ। ନରକର ଅଂଶ ବିଶେଷ — A part of the hell where condemned sinners are put in ordure pits
  • ସଂ. ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ) — (ଲକ୍ଷଣାର୍ଥ) ଅତି ଘୃଣ୍ୟ ସ୍ଥାନ — (figurative) A very hated place
  • ସଂ. ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ) — (ଯଥା—ବେଶ୍ୟାର ଗୃହ ବିଷ୍ଠା କୁଣ୍ଡ ଅଟେ।
  • ସଂ. ବି—(ମ. ପ. ଲୋ; ବିଷ୍ଠା+କୁଣ୍ଡ) — ପାଇଖାନାରେ ରଖାଯିବା ପାତ୍ର; ଯେଉଁ ପାତ୍ର ମଧ୍ୟରେ ଉତ୍ସୃଷ୍ଟ ପତିତ ହୁଏ — The pot put at the bottom of a privy as receptable for the ordure