ବିଷ୍ଠା ଉଖୁରେଇଲେ ଗନ୍ଧାଏ Bishtha ukhu reile gandhae

  • ଦେ. ପ୍ରବଚନ — ଗୁପ୍ତ କଥାମାନ ଆଲୋଚନା କଲେ ଆଲୋଚକର କଳଙ୍କ ମାତ୍ର ପ୍ରକଟିତ ହୁଏ। ଗୃହଛିଦ୍ରମାନଙ୍କର ଅଧିକ ଆଲେଚନା ଫଳରେ ଏହା ହୁଏ ଯେ—ଆହୁରି ଗୁଡ଼ିଏ କଳଙ୍କ କଥା ପ୍ରକାଶ ପାଏ। — (a proverb) Washing dirty linen in public ends in scandal