ବିଷ୍କମ୍ଭ Bishkambha

  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — (ଜ୍ୟୋତିଷ) ଜ୍ୟୋତିଃଶାସ୍ତ୍ରୋକ୍ତ 27 ଯୋଗ ମଧ୍ୟରୁ ଏକତମ ବା ପ୍ରଥମ ଯୋଗ — (ଜ୍ୟୋତିଷ) ଜ୍ୟୋତିଃଶାସ୍ତ୍ରୋକ୍ତ27ଯୋଗ ମଧ୍ୟରୁ ଏକତମ ବା ପ୍ରଥମ ଯୋଗ—. One of the 27 astrological periods
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — [ଦ୍ର—ଯେଉଁ ଦିନ ବିଷ୍କମ୍ଭ ଯୋଗ ପଡ଼େ ସେ ଦିନ ଦିବାରମ୍ଭରୁ 5 ଦଣ୍ଡ ବର୍ଜନ କରି ଶୁଭ କାର୍ଯ୍ୟ କରିବ।] — [ଦ୍ର—ଯେଉଁ ଦିନ ବିଷ୍କମ୍ଭ ଯୋଗ ପଡ଼େ ସେ ଦିନ ଦିବାରମ୍ଭରୁ5ଦଣ୍ଡ ବର୍ଜନ କରି ଶୁଭ କାର୍ଯ୍ୟ କରିବ]
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ବ୍ୟାଘାତ; ବାଧା — 2. Obstruction; hindrance
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ନାଟ— କର ଅଙ୍ଗବିଶେଷ; ବିଷ୍କମ୍ଭକ (ଦେଖ) — Biskambhaka (See)
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ଗୋଲକର ମଧ୍ୟରେଖା; ବୃତ୍ତର ବ୍ୟାସ — The diamatere of a circle
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ଅର୍ଗଳ; କିଳିଣୀ; ଖିଲ; ହୁଡ଼ୁକା — Bolt; bar of a door
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ବୃକ୍ଷ — Tree
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ସ୍ତମ୍ଭ; ଖୁଣ୍ଟ — Pillar; post
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ମନକୁ ସ୍ଥିର କରିବା ପାଇଁ ଯୋଗୀମାନଙ୍କର ଆସନବନ୍ଧ ବିଶେଷ — A posture during J̄oga exercise
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ବିସ୍ତାର — Extension (Apte)
  • ସଂ. ବି (ବି+ସ୍କନ୍ଭ ଧାତୁ=ସ୍ତବ୍ଧ କରିବା+କରଣ. ଅ) — ଦୈର୍ଘ୍ୟ — Length