ବିଷୁବ ରେଖା Bishuba rekhā

  • ସଂ. ବି — ନିରକ୍ଷରେଖା; ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁଠାରୁ ଉଭୟ ଦିଗରେ ସମ — ଦୂରବର୍ତ୍ତୀ ପୃଥିବୀ ଗୋଲକର ଚତୁର୍ଦ୍ଦିଗରେ ଘେରିଥିବା ମଣ୍ଡଳାକାର କଳ୍ପିତ ରେଖା—. The equator
  • ସଂ. ବି — [ଦ୍ର—ଏହି ରେଖା ଉପରେ ସୂର୍ଯ୍ୟ ଥିବା ସମୟରେ ଦିନରାତି ସମାନ ହୁଏ।]
  • ସଂ. ବି — ଖଗୋଳରେ ପୃଥିବୀର ବିଷୁବ ରେଖାର ଠିକ୍ ଊର୍ଦ୍ଧ୍ୱରେ କଳ୍ପିତ ରେଖା; ବିଷୁବତ୍ ରେଖା — The celestial ecliptic; the equinoxial line (Apte)