ବିଷିପିତା Bishipitā
- ଦେ. ବିଣ. (ସଂ. ବିଷତିକ୍ତ) — ବିଷପରି କଟୁ — Bitter like poison
- ଦେ. ବିଣ. (ସଂ. ବିଷତିକ୍ତ) — ଅତ୍ୟନ୍ତ ପିତା — Very bitter
- ଦେ. ବିଣ. (ସଂ. ବିଷତିକ୍ତ) — (ଲକ୍ଷଣାର୍ଥ) ଅତି ଅପ୍ରିୟ — (figurative) Very unpleasant
- ଦେ. ବିଣ. (ସଂ. ବିଷତିକ୍ତ) — [ଦ୍ର— କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ପ୍ରତି କୁପିତ ହୋଇ ତାକୁ ଚାହିଁବା ଦ୍ୱାରା ବିରକ୍ତ ହେଲେ ଲୋକେ କହନ୍ତି— ଦ୍ୱିତୀୟ ବ୍ୟକ୍ତି ପ୍ରଥମ ବ୍ୟକ୍ତିକୁ ବିଷପିତା ଲାଗୁଛି।]