ବିଷି ଆଙ୍ଗୁଳି Bisha āṅguḻi

  • ଦେ. ବି. (ସଂ. ବିଷ+ଅଙ୍ଗୁଷ୍ଠ) — ତର୍ଜନୀ — The index finger
  • ଦେ. ବି. (ସଂ. ବିଷ+ଅଙ୍ଗୁଷ୍ଠ) — [ଦ୍ର—ଏହି ଆଙ୍ଗୁଠି- ରେ ଔଷଧ ଇତ୍ୟାଦି ଗୋଳାଇଲେ ତାହା ବିଷାକ୍ତ ହୁଏ ବୋଲି ଲୋକ ବିଶ୍ୱାସ।]