ବିଷମେଷୁ Bishameshu

  • ସଂ. ବି—(ବହୁବ୍ରିହୀ; ବିଷମ=ଅଯୁଗ୍ମ+ଇଷୁ=ବାଣ) — ପଞ୍ଚବାଣ; କନ୍ଦର୍ପ — Cupid,
  • ସଂ. ବି—(ବହୁବ୍ରିହୀ; ବିଷମ=ଅଯୁଗ୍ମ+ଇଷୁ=ବାଣ) — [ଉ—ବିଷମେଷୁ ସୂର୍ପଯୁକ୍ତ ନାରୀ କେଳତିରେ। ଭଞ୍ଜ. ବୈଦେହୀଶବିଳାସ।]