ବିଷମୁଖ Bishamukha

  • ସଂ. ବି—(ବହୁବ୍ରୀହି; ବିଷ+ମୁଖ) — ବିଷଧର ସର୍ପ — Poisonous snake
  • ସଂ. ବିଣ — ଯେଉଁ ଅସ୍ତ୍ରାଶସ୍ତ୍ରାଦିର ଦାଢ଼ରେ ବିଷ ଦିଆଯାଇଥାଏ — Any weapon whose edge has been poisned