ବିଷମ ସାହସ Bishama sāhasa

  • ସଂ. ବି. (କର୍ମଧା; ବିଷମ+ସାହସ) — ଅସମ ସାହସ; ଅନୁଚିତ ସାହସ — Foothardiness;
  • ସଂ. ବି. (କର୍ମଧା; ବିଷମ+ସାହସ) — [ଉ—ମନସ୍ୱିନୀ ବାଳାର ଏ ବିଷମ ସାହସ, ଦେଖି ହେବେ ସମବେତ ରାଜନ୍ୟେ ଚକିତ— ରାଧାନାଥ. ମହାଯାତ୍ରା।]