ବିଷମ ସମସ୍ୟା Bishama samasyā
- ସଂ. ବି. (କର୍ମଧା; ବିଷମ+ସମସ୍ୟା) — ଉତ୍କଟ ବା ଅସାଧ୍ୟ ପ୍ରଶ୍ନ ବା ବିଷୟ — Dilemma; a riddle which is very hard to slove
- ସଂ. ବି. (କର୍ମଧା; ବିଷମ+ସମସ୍ୟା) — ଶବ୍ଦାଳଙ୍କାର ବିଶେଷ — A figure of speech
- ସଂ. ବି. (କର୍ମଧା; ବିଷମ+ସମସ୍ୟା) — [ଦ୍ର—ଏଥିରେ ଅଯଥାର୍ଥ ବିଷୟ ଲକ୍ଷଣାର୍ଥରେ ବ୍ୟବହୃତ ହୋଇଥାଏ। ଯଥା—କବି ବିଚାରିଲା ବିଚିତ୍ର ହେଲା ତୁମ୍ବୀ ବୁଡ଼ିଲା, ନ ବୁଡ଼ି ଶଇଳ ସଲିଳ ଉପରେ ଯା ରହିଲା। ଭଞ୍ଜ. ଲାବଣ୍ୟବତୀ।]